bokomslag ସପନପୁରର ଗୋପନ କଥା
Barnböcker

ସପନପୁରର ଗୋପନ କଥା

Bharat Bandhu Biswal

Pocket

229:-

Funktionen begränsas av dina webbläsarinställningar (t.ex. privat läge).

Uppskattad leveranstid 7-11 arbetsdagar

Fri frakt för medlemmar vid köp för minst 249:-

  • 132 sidor
  • 2023

About the Book:

"ସପନପୁରର ଗୋପନ କଥା" ପୁସ୍ତକଟି ସମୁଦାୟ ସଇଁତିରିଶଟି ଗଳ୍ପର ସମାହାର । ଗଳ୍ପ ଗୁଡ଼ିକର କଥାବସ୍ତୁ ପିଲାଦିନର ଆଈମା କାହାଣୀକୁ ଆରମ୍ଭ କରି ବୟସର ଉତ୍ତରାହ୍ନ ବ୍ୟାପୀ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଅନୁଭୂତିରେ ପରିପୁଷ୍ଟ। କିଛି ଆତ୍ମୋପଲବ୍ଧି, ସୁନ୍ଦର ଜୀବନ ଦର୍ଶନ ଏବଂ ସ୍ମୃତିରୁ କ୍ରମଶଃ ହଜି ଯାଉଥିବା ଅତୀତର କିଛି ଲୋକକଥା ଓ ବିଶ୍ୱାସକୁ ସତେଜ ତଥା ଉଜ୍ଜିବୀତ କରି ରଖିବା ଉଦ୍ଦେଶ୍ୟରେ ପ୍ରତ୍ୟେକଟି ଗଳ୍ପ ମାଧ୍ୟମରେ ଖୁବ୍ ସୁନ୍ଦର ପ୍ରୟାସ କରା ଯାଇଅଛି ।ପୁସ୍ତକଟି ସାହିତ୍ୟପ୍ରେମୀ ସୁଧୀ ପାଠକପାଠିକାଙ୍କ ମାନଙ୍କ ହୃଦୟକୁ ଛୁଇଁପାରିବ ବୋଲି ଆମର ଦୃଢ଼ ଆଶା ରହିଛି ।

About the Author:

ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ସେବାନିବୃତ୍ତ ହୋଇ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଶ୍ରୀ ଭରତବଂଧୁ ବିଶ୍ୱାଳଙ୍କର ଅନେକ ଗୁଡ଼ିଏ କବିତା, ଗଳ୍ପ

  • Författare: Bharat Bandhu Biswal
  • Format: Pocket/Paperback
  • ISBN: 9788196375225
  • Språk: Engelska
  • Antal sidor: 132
  • Utgivningsdatum: 2023-06-19
  • Förlag: Storymirror Infotech Pvt Ltd